ଭୁବନେଶ୍ୱର: ବିଧାନସଭା ଘେରାଉ ଅଭିମୁଖେ କଂଗ୍ରେସର ପଦଯାତ୍ରା । ଅନ୍ୟପଟେ ହଟ୍ଟଗୋଳ ଭିତରେ ବି ଚାଲିଛି ବିଧାନସଭା । ବିଧାନସଭାରେ ପରିବହନ ବିଭାଗ ମନ୍ତ୍ରୀଙ୍କ ସୂଚନା । ପରିବହନ ବିଭାଗର ୧୦୯ ବସ୍ ଅଚଳ । ୧୦ ବର୍ଷରେ ୫୪୦ ବସ୍ କିଣିଥିଲା ପରିବହନ ବିଭାଗ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଚଳ ହୋଇପଡିଛି ୧୦୯ ବସ୍ । ଗୃହରେ ଲିଖିତ ଉତ୍ତର ରଖିଲେ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।