25.1 C
Bhubaneswar
Thursday, February 5, 2026
Homeଓଡିଶାମୟୂରଭଞ୍ଜରେ ୧୦୮ ଆମ୍ବୁଲାନ୍ସ ସେବା ଠପ୍‌

ମୟୂରଭଞ୍ଜରେ ୧୦୮ ଆମ୍ବୁଲାନ୍ସ ସେବା ଠପ୍‌

ମୟୁରଭଞ୍ଜ: ମୟୁରଭଞ୍ଜରେ ୧୦୮ ଆମ୍ବୁଲାନ୍ସ  ସେବା ଠପ ।  ଅନିର୍ଦ୍ଦିଷ୍ଟ କାଳ ଯାଏଁ କାଯ୍ୟ ବନ୍ଦ  ଆନ୍ଦୋଳନ ହୋଇଛି । ବକେୟା ଦରମା ପ୍ରାପ୍ୟ ଦାବିରେ ଆନ୍ଦୋଳନ ହୋଇଛି ।  ଆନ୍ଦୋଳନରେ ୨ ଶହରୁ  ଅଧିକ କର୍ମଚାରୀ  ସାମିଲ ଅଛନ୍ତି । ଆମ୍ବୁଲାନ୍ସ ସେବା ବନ୍ଦ ଯୋଗୁଁ ରୋଗୀ ହନ୍ତସନ୍ତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking