17.1 C
Bhubaneswar
Tuesday, December 9, 2025
Homeଓଡିଶାସ୍କୁଲରେ ବେହୋସ ହେଲେ ୧୦ ଛାତ୍ରଛାତ୍ରୀ

ସ୍କୁଲରେ ବେହୋସ ହେଲେ ୧୦ ଛାତ୍ରଛାତ୍ରୀ

ରାଜନଗର: ସ୍କୁଲରେ ବେହୋସ ହେଲେ ୧୦ ଛାତ୍ରଛାତ୍ରୀ । ଅସହ୍ୟ ଗୁଳୁଗୁଳି ଓ ଗରମ ପାଇଁ ପିଲା ବେହୋସ୍ ହୋଇପଡ଼ିଥିବା ସୂଚନା । କ୍ଲାସରେ ପାଠ ପଢ଼ା ଚାଲିଥିବାବେଳେ ଏକକାଳୀନ ୧୦ ଛାତ୍ରଛାତ୍ରୀ ବେହୋସ୍ ହୋଇଯାଥିଲେ । ଘଟଣା ରାଜନଗର ଉଚ୍ଚବିଦ୍ୟାଳୟରେ ଘଟିଥିବା ସୂଚନା । ଅଚେତ ହୋଇଥିବା ଛାତ୍ରଛଉାତ୍ରୀଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking