31.1 C
Bhubaneswar
Monday, June 9, 2025
Homeଓଡିଶା୧୦ ଆରପିଏଫ କନେଷ୍ଟବଳ ସସପେଣ୍ଡ

୧୦ ଆରପିଏଫ କନେଷ୍ଟବଳ ସସପେଣ୍ଡ

ରାଉରକେଲା: ୧୦ ଜଣ ଆରପିଏଫ କନେଷ୍ଟବଳ ସସପେଣ୍ଡ । କମାଣ୍ଡୋ ତାଲିମ ପାଇଁ ନଯିବାରୁ କାର୍ଯ୍ୟାନୁଷ୍ଠାନ । ଟକ୍ରଧରପୁର ରେଲୱେ ଡିଭିଜନରେ କାର୍ଯ୍ୟରତ ଥିଲେ । ବିନା ଅନୁମତିରେ ବାହାରକୁ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking