14.1 C
Bhubaneswar
Wednesday, January 14, 2026
Homeଦେଶ ବିଦେଶ୧୦ ମାଓବାଦୀ ନିହତ

୧୦ ମାଓବାଦୀ ନିହତ

ଛତିଶଗଡ଼: ଛତିଶଗଡ଼ର ଗରିଆବନ୍ଦ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ନକ୍ସଲ ମଧ୍ୟରେ ଏନକାଉଣ୍ଟର ହୋଇଥିବା ଖବର ସାମ୍ନାକୁ ଆସିଛି। ସୁରକ୍ଷା ବାହିନୀ ଏହି ଏନକାଉଣ୍ଟରରେ ୧୦ ଜଣ ନକ୍ସଲଙ୍କୁ ନିହତ କରିଛନ୍ତି। ନିହତ ନକ୍ସଲମାନଙ୍କ ମଧ୍ୟରେ ଟପ୍‌ ମାଓ ନେତା ମନୋଜ ଓରଫ ମୋଡେମ ବାଲକୃଷ୍ଣ ମଧ୍ୟ ଅଛନ୍ତି। ଏନକାଉଣ୍ଟରରେ ଓଡିଶା ରାଜ୍ୟ କମିଟି ସଚିବ ବାଲକ୍ରିଷ୍ଣା ନିହତ ହୋଇଛିା ଏନେଇ ସୂଚନା ଦେଇଛନ୍ତି ଗରିଆବନ୍ଧ ଏସ୍‌ପି ନିଖିଲ ରଖେଚ।। ମନୋଜ, ଭାସ୍କର, ବାଲାନ୍ନ, ରାମଚନ୍ଦ୍ର ନାଁରେ ପରିଚିତ ଥିଲେ ଏହି ବାଲକ୍ରିଷ୍ଣ।। ପ୍ରାୟ ୩ ଦଶକ ଧରି ମାଓ ସଂଗଠନ ସହ ଜଡିତ ଥିଲୋ କେନ୍ଦ୍ରୀୟ କମିଟି ଓ ସେଣ୍ଟ୍ରାଲ ରିଜିଏନାଲ ବ୍ୟୁରୋ ସଦସ୍ୟ ଥିଲେ । ଓଡିଶା ରାଜ୍ୟ କମିଟି ମୁଖ୍ୟ ଥିଲେ ମୋଡେମ ବାଲକ୍ରିଷ୍ଣ।। ଓଡିଶା- ଛତିଶଗଡ ସୀମାରେ ସକ୍ରିୟ ଥିଲୋ ମୋଡେମ ବାଲସ୍ରିଷ୍ଣାଙ୍କ ନାଁରେ ଥିଲା ୧ କୋଟିରୁ ଅଧିକ ଟଙ୍କାର ପୁରସ୍କାର ରାଶି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking