20.1 C
Bhubaneswar
Saturday, December 6, 2025
Homeଓଡିଶାରାସନକାର୍ଡ ଲାଗି ୧୦ ଲକ୍ଷ ଆବେଦନ

ରାସନକାର୍ଡ ଲାଗି ୧୦ ଲକ୍ଷ ଆବେଦନ

ଭୁବନେଶ୍ୱର : ରାଜ୍ୟରେ ରାସନକାର୍ଡ ଲାଗି ୯ ଲକ୍ଷ ୯୧ ହଜାର ୯୨୯ ଜଣ ଆବେଦନ କରିଛନ୍ତି । ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାସନକାର୍ଡ ଲାଗି ଆସିଥିବା ଆବେଦନଗୁଡ଼ିକର ତର୍ଜମା ଚାଲିଛି । ଆଧାରଭିତ୍ତିକ ଇ-କେୱାସି ପ୍ରକ୍ରିୟା ଆରମ୍ଭ କରାଯିବ । ଯାଞ୍ଚ ପରେ ଯୋଗ୍ୟ ପରିବାରକୁ ନୂଆ ରାସନକାର୍ଡ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking