16.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଟ୍ରଲି ଓଲଟି ୧୦ ମୃତ

ଟ୍ରଲି ଓଲଟି ୧୦ ମୃତ

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରର ଲୋହା ମଣ୍ଡିରେ ଏକ ଟ୍ରଲି ଟ୍ରକ୍ ଓଲଟି ପଡିଛିଏହି ଦୁର୍ଘଟଣାରେ ଅତି କମରେ ଦଶ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଜୟପୁରର ହର୍ମଦା ପୋଲିସ ଷ୍ଟେସନ ସୀମା ନିକଟରେ ଘଟିଛି। ପୋଲିସ ଅନୁସାରେ, ଲୋହା ମଣ୍ଡି ଅଞ୍ଚଳରେ ଟ୍ରଲିଟି ଓଲଟି ପଡ଼ିଥିଲା, ଯାହା ଫଳରେ ଦଶ ଜଣ ଲୋକ ମୃତାହତ ହୋଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking