33.1 C
Bhubaneswar
Monday, March 10, 2025
Homeଦେଶ ବିଦେଶମା’ର ଗଳିତ ମୃତଦେହ  ସହ ୧୦ ଦିନ !

ମା’ର ଗଳିତ ମୃତଦେହ  ସହ ୧୦ ଦିନ !

ହାଇଦ୍ରାବାଦ :  ମାର ଗଳିତ ମୃତଦେହ ସହ ୧୦ ଦିନ କାଟିଲେ ୨ ଝିଅ । ହାଇଦ୍ରାବାଦ ବୌଦ୍ଧନଗର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି ।   ମାର ମୃତ୍ୟୁ ପରେ ଦୁଃଖରେ ଭାଙ୍ଗିପଡି ମୃତଦେହକୁ ୧୦ ଦିନ ରଖିଲେ । କେବଳ ପାଣି ପିଇ ମୃତଦେହ ପାଖରେ ଥିଲେ ୨୨ ଓ ୨୫ ବର୍ଷୀୟା ୨ ଝିଅ । ଦୁର୍ଗନ୍ଧ ହେବା ପରେ ପଡୋଶୀ  ପୋଲିସକୁ ଖବର ଦେଇଥିଲେ । କୌଣସି ଏକ କାରଣରୁ ଅଚାନକ ମା ର  ମୃତ୍ୟୁ ହୋଇଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking