ଭୁବନେଶ୍ୱର : ଓଡ଼ିଶା ହୋଇକୋର୍ଟରେ ୧,୪୨,୮୫୮ଟି ଲକ୍ଷ ମାମଲା ପଡ଼ିରହିଛି । ଆଜି ବିଧାନସଭାରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏଭଳି ଲିଖିତ ଉତ୍ତର ଉତ୍ତର ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଗତ ୫ ବର୍ଷରେ ୫୫ ହଜାର ୨୦୩ଟି ମାମଲାର ଫଇସଲା ହୋଇଛି । ବକେୟା ମାମଲାର ତ୍ୱରିତ ସମାଧାନ ପାଇଁ ବିଚାରପତିଙ୍କ ସଂଖ୍ୟା ବଢ଼ିବ ବୋଲି ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।