25.1 C
Bhubaneswar
Friday, October 25, 2024
Homeଓଡିଶାଭୁବନେଶ୍ୱର୨୬ ଓ ୨୭ ତାରିଖରେ କୃଷି ବିଭାଗ ଅଧିକାରୀଙ୍କ ଛୁଟି ବାତିଲ

୨୬ ଓ ୨୭ ତାରିଖରେ କୃଷି ବିଭାଗ ଅଧିକାରୀଙ୍କ ଛୁଟି ବାତିଲ

ବ୍ୟୁରୋ:  କୃଷି ଅଧିକାରୀଙ୍କ ଛୁଟି ବାତିଲ । ୨୬ ଓ ୨୭ ତାରିଖରେ କୃଷି ବିଭାଗ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ପ୍ରଭାବିତ ଜିଲ୍ଲାରେ ଫସଲ କ୍ଷତି ଆକଳନ ପାଇଁ ଛୁଟି  ବାତିଲ ହୋଇଛି  ା  ମୁଖ୍ୟାଳୟ ନ ଛାଡିବାକୁ ଅଧିକାରୀଙ୍କୁ ବିଭାଗର ନିର୍ଦ୍ଦେଶ ରହିଛି । ଆବଶ୍ୟକ ଅନୁସାରେ ଡ୍ୟୁଟି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ କୃଷି ଓ କୃଷକ ସଶକ୍ତି କରଣ  ବିଭାଗ ପକ୍ଷରୁ  ନିର୍ଦ୍ଦେଶନାମା ଜାରି ହୋଇଛି ।  ଏପଟେ ରାସ୍ତାରେ ପଡିଥିବା ଗଛ ସଫା କରାଯାଉ । ବାତ୍ୟା ପର ସ୍ଥିତିକୁ ନେଇ ଅଗ୍ନିଶମ ଡିଜିଙ୍କ ସୂଚନା  ା  ଭଦ୍ରକ ଓ କେନ୍ଦ୍ରାପଡା ବିଶେଷ ପ୍ରଭାବିତ ହୋଇଛି । ସୂଚନା ଦେଇଛନ୍ତି ରାଜସ୍ୱ ବିପର‌୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking