28.1 C
Bhubaneswar
Sunday, September 29, 2024
Homeଓଡିଶା୧୦୦ ଦିନରେ ସୁଭଦ୍ରା ଟଙ୍କା

୧୦୦ ଦିନରେ ସୁଭଦ୍ରା ଟଙ୍କା

ଭୁବନେଶ୍ୱର : ରାଜ୍ୟର ସବୁ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା ଟଙ୍କା । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କ୍ୟାବିନେଟ ମୋହର ପରେ ଏବେ ଡ୍ରାଫଟିଂ ଷ୍ଟେଜରେ ଅଛି । ୧୦୦ ଦିନ ଭିତରେ ସୁଭଦ୍ରା ନିଶ୍ଚିତ ଭାବେ ଲଞ୍ଚ ହେବ । ମହିଳା ଓ ଶିଶୁ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ବଜେଟରେ ଆବଶ୍ୟକତା ରହିଛି, ଆମେ କେନ୍ଦ୍ରକୁ ଅବଗତ କରିଛୁ ।

ଶୀଘ୍ର ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସନ ନିଯୁକ୍ତ : ପୃଥ୍ୱୀରାଜ ହରିଚନ୍ଦନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking