14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶସ୍ୱାମୀ ଉପରେ ଅସନ୍ତୋଷ: ପରସ୍ପରକୁ ବିବାହ କଲେ ଦୁଇ ମହିଳା

ସ୍ୱାମୀ ଉପରେ ଅସନ୍ତୋଷ: ପରସ୍ପରକୁ ବିବାହ କଲେ ଦୁଇ ମହିଳା

ଉତ୍ତରପ୍ରଦେଶ: ସୋସିଆଲ୍ ମିଡିଆର ଯୁଗରେ, ସମ୍ପର୍କ ଏବଂ ପ୍ରେମର ଧାରା ନୂତନ ଦିଗ ଡକୁ ଯାଉଛି । ଏହି ଷ୍ଟୋରୀ ସେହି ନୂତନ ଦିଗ ଉଦାହରଣ ଯେଉଁଥିରେ ଦୁଇଟି ମହିଳା ଯାହାଙ୍କର ଜୀବନ ଯାତ୍ରା ଇନଷ୍ଟାଗ୍ରାମ ଦ୍ୱାରା ଆରମ୍ଭ ହୋଇଥିଲା ଏବଂ ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେମହିଳା ଦୁଇ ଜଣ ଉତ୍ତରପ୍ରଦେଶ ଗୋରଖପୁରା ଅଞ୍ଚଳର ଅଟନ୍ତି । ଏହି ଦୁଇ ମହିଳା ସ୍ଵାମୀମାନଙ୍କ ସହ ଅସନ୍ତୋଷ ପ୍ରକାଶ କରି ଇନଷ୍ଟାଗ୍ରାମରେ ବନ୍ଧୁ ହୋଇ ପରସ୍ପର ଦୁଃଖ ସୁଖ ବାଣ୍ଟୁଥିଲେ । ଏହି ଆରମ୍ଭ ଥିଲା ବନ୍ଧୁତାର, କିନ୍ତୁ କିଛି ଦିନ ପରେ ସେମାନେ ଏକ ଅଦ୍ୱିତୀୟ ପ୍ରେମ ଗଢ଼ିଥିଲେ । ପରବର୍ତ୍ତୀ ସମୟରେ ପରସ୍ପରକୁ ବିବାହ କରିଥିଲେ । ବିବାହ ପରେ, ଦୁହେଁ ଘରକୁ ଫେରିବା ସମୟରେ, ସେମାନେ ଗାଁର ଲୋକଙ୍କର ଆଶ୍ଚର୍ୟ ପ୍ରତିକ୍ରିୟା ଦେଖିଥିଲେ ଏବଂ ଲୋକମାନେ ସେମାନଙ୍କ ବନ୍ଧୁତ୍ୱରୁ ବିବାହ ଯାତ୍ରା ବିଷୟରେ କ୍ୟାମେରାରେ ରେକର୍ଡ କରିଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking