30.1 C
Bhubaneswar
Tuesday, March 10, 2026
Homeଓଡିଶାସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ସ୍ବାମୀ

ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ସ୍ବାମୀ

କନ୍ଧମାଳ: କନ୍ଧମାଳ ଜିଲା ଗୋଛାପଡ଼ା ଥାନା କଟାପଙ୍ଗା ଗାଁରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟାକାରୀ କେହି ନୁହେଁ ଖୋଦ୍‌ ତାଙ୍କ ସ୍ବାମୀ। ସାମୀ ବିରଞ୍ଚି ବେହେରାଙ୍କ ଗୁଳିମାଡ଼ରେ ସ୍ତ୍ରୀ ନିଳିମାଙ୍କ ମୃତ୍ୟୁ ହୋଇଛି । ବିରଞ୍ଚି ରକ୍ତମୁଖା ହୋଇ ରାସ୍ତାରେ ଯାଉଥିବା ଅନ୍ୟ ଜଣେ ଦମ୍ପତିଙ୍କ ଉପରେ ଗୁଳିମାଡ଼ କରିଛନ୍ତି। ପୁରୁଷଙ୍କ ଦେହରେ ଗୁଳି ବାଜିଥିବାବେଳେ ତାଙ୍କ ସ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗୁରୁତର ଅବସ୍ଥାରେ ନରୋତ୍ତମଙ୍କୁ ଫୁଲବାଣୀ ମେଡିକାାଲରେ ଭର୍ତ୍ତି କରାଯାଇଛି। ସକାଳ ପ୍ରାୟ ୯ଟା ସମୟରେ ଏହି ଗୁଳିକାଣ୍ଡ ଘଟିଛି । ଗୁଳିମାଡ଼ କରିଥିବା ବିରଞ୍ଚି ବେହେରାଙ୍କୁ ଗୋଛାପଡ଼ା ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking