30.1 C
Bhubaneswar
Wednesday, February 11, 2026
Homeଓଡିଶାଶ୍ରମିକଙ୍କ ନାଁରେ ରାଜନୀତି: ଅନୀଲ ବିଶ୍ୱାଳ

ଶ୍ରମିକଙ୍କ ନାଁରେ ରାଜନୀତି: ଅନୀଲ ବିଶ୍ୱାଳ

ଭୁବନେଶ୍ୱର:  ଶ୍ରମକୋଡ ପ୍ରତ୍ୟାହାର ଦାବିରେ ଦେଶବ୍ୟାପୀ ଧର୍ମଘଟ ଡାକରା ପ୍ରସଙ୍ଗରେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଯେଉଁମାନେ ସଂସ୍କାରକୁ ବିରୋଧ କରୁଛନ୍ତି ସେମାନେ କଳକାରଖାନା ବନ୍ଦର ସୂତ୍ରଧର । ସବୁ ସଂଶୋଧନ ଶ୍ରମିକଙ୍କ ହିତରେ ଆସିଛି । ଯିଏ ବିରୋଧ କରୁଛନ୍ତି, ସରକାରରେ ଥିଲା ବେଳେ ଶ୍ରମିକ ନିର୍ଯାତିତ ହେଉଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking