23.1 C
Bhubaneswar
Sunday, February 8, 2026
Homeଓଡିଶାଲୋକନାଥଙ୍କ ପୀଠରେ କିଏ ଆଣିଲା ବାଉନସର

ଲୋକନାଥଙ୍କ ପୀଠରେ କିଏ ଆଣିଲା ବାଉନସର

ପୁରୀ : ପୁରୀ ଲୋକନାଥ ମନ୍ଦିର ପରିସରରେ ବାଉନ୍ସର ମୁତୟନ ହୋଇଥିବା ଦେଖିବାକୁ ମିଳିଛି । ମହାଶିବରାତ୍ରି ନିମନ୍ତେ ଲୋକନାଥ ମନ୍ଦିରରେ ଦେବ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ହେଲେ ପ୍ରଥମ କରି ଲୋକନାଥ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାରେ ବାଉନ୍ସର ନିଯୁକ୍ତି ହୋଇ ଦ୍ଵାର ଜଗିଥିବା ଦେଖାଦେଇଛି ।   ଏହି ବାଉନ୍ସରମାନେ ଭକ୍ତମାନଙ୍କୁ ଠେଲାପେଲା କରିବା ଅଭିଯୋଗ ପରେ ପୋଲିସ ଅଧିକାରୀ ସେମାନଙ୍କୁ ପଚରାଉଚରା କରିଛନ୍ତି । ପୋଲିସର ଜାଣତରେ ବାଉନ୍ସରଙ୍କୁ ନିଯୁକ୍ତି ଦିଆଯାଇଛି ନାଁ କେହି ପାଳିଆ ସେବାୟତ ଏମାନଙ୍କୁ ନିଯୁକ୍ତି ଦେଇଛନ୍ତି ତାହା ଜଣାପଡ଼ିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking