32.1 C
Bhubaneswar
Wednesday, September 18, 2024
Homeଓଡିଶାରେଭେନ୍ସା ନାଁ ପରିବର୍ତ୍ତନ ଜରୁରୀ: ଧର୍ମେନ୍ଦ୍ର

ରେଭେନ୍ସା ନାଁ ପରିବର୍ତ୍ତନ ଜରୁରୀ: ଧର୍ମେନ୍ଦ୍ର

ଭୁବନେଶ୍ୱର : ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ ପରିବର୍ତ୍ତନ ପ୍ରସଙ୍ଗ । କନ୍ଦ୍ରେମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ରେଭେନ୍ସା ନାଁ ପରିବର୍ତ୍ତନ ହେବା ଦରକାର । ଯେଉଁ ରେଭେନ୍ସା ସାହେବଙ୍କ ବେଳେ ନଅଙ୍କ ଦୁଭିକ୍ଷ ହୋଇଥିଲା । ତାଙ୍କ ନାଁରେ ରେଭେନ୍ସା ରହିବା ଓଡିଆ ଅସ୍ମିତା ପ୍ରତି ପ୍ରଶ୍ନବାଚୀ । ବୁଦ୍ଧିଜୀବୀ ଏନେଇ ପ୍ରଶ୍ନ ଉଠାଇବା ଦରକାର ।

ଭୁବନେଶ୍ୱର ପ୍ରକୃତରେ ସ୍ମାର୍ଟ ସିଟି କି? : ମୁଖ୍ୟମନ୍ତ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking