25.1 C
Bhubaneswar
Saturday, February 21, 2026
Homeଓଡିଶାରାଜ୍ୟ ବଜେଟ୍ : କେଉଁ ବିଭାଗକୁ କେତେ ମିଳିଲା ଜାଣନ୍ତୁ...

ରାଜ୍ୟ ବଜେଟ୍ : କେଉଁ ବିଭାଗକୁ କେତେ ମିଳିଲା ଜାଣନ୍ତୁ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ଏକ ବିଶାଳ ବଜେଟ ଉପସ୍ଥାପନ କରିଛନ୍ତି। ଯାହା ଗତ ବର୍ଷର ବଜେଟ ତୁଳନାରେ ୬.୯ ପ୍ରତିଶତ ଅଧିକ। ରାଜ୍ୟର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଭାବେ କ୍ରମାଗତ ତୃତୀୟଥର ପାଇଁ ସେ ଏହି ବଜେଟ ଉପସ୍ଥାପନ କରିଛନ୍ତି।

୧- ସ୍ୱରାଷ୍ଟ୍ର ବିଭାଗ-୧୧୦୨୮.୫୬
୨-ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ-୮୦୫.୧୧
୩ -ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ -୨୨୭୧.୬୪
୪-ଆଇନ ବିଭାଗ-୧୦୯୪.୪୧
୫ ଅର୍ଥ ବିଭାଗ- ୬୫୨୯୨.୨୭
୬-ବାଣିଜ୍ୟ ବିଭାଗ-୩୧୭
୭-ନିର୍ମାଣ ବିଭାଗ- ୧୩୪୫୧.୦୦
୮-ଓଡ଼ିଶା ବିଧାନସଭା-୧୪୭.୪୦
୯-ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ -୧୫୩୮.୨୮
୧୦- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ- ୩୧୯୯୭.୫୩
୧୧- ଅନିସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ- ୬୬୪୯.୩୩
୧୨-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ- ୨୩୧୮୨.୧୪
୧୩- ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗ- ୧୦୫୬୭.୭୮
୧୪- ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ – ୩୮୫.୦୩
୧୫- କ୍ରୀଡ଼ା ଓ ଯୁବସେବା ବିଭାଗ- ୧୩୫୯.୨୯
୧୬- ଯୋଜନା ଓ ସଂଯୋଜନ ବିଭାଗ- ୩୪୪୭.୫୭
୧୭- ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ -୩୪୧୬୬.୧୪
୧୮ – ସାଧାରଣ ଅଭିଯୋଗ ଓ ପେନସନ୍ ପ୍ରଶାସନ- ୩.୧୧
୧୯- ଶିଳ୍ପ ବିଭାଗ- ୧୨୦୭.୫୦
୨୦- ଜଳ ସମ୍ପଦ ବିଭାଗ- ୧୬୪୮୮.୯୨
୨୧-ପରିବହନ ବିଭାଗ- ୪୦୭୯.୮୧
୨୨- ଜଙ୍ଗଲ, ପରିବେଶ ଓ ଜଳ ।ୟୁ ପରିବର୍ତ୍ତନ- ୧୯୦୬.୦୫
୨୩- କୃଷି ଓ କୃଷକ ସଶକ୍ତିକରଣ ବିଭାଗ- ୧୪୭୦୧.୩୯
୨୪- ଇସ୍ପାତ ଓ ଖଣି ବିଭାଗ- ୩୬୫.୧୧
୨୫- ସୂଚନା ଓ ଲୋକସମ୍ପର୍କ ବିଭାଗ- ୧୬୬.୫୪
୨୬ -ଅବକାରୀ ବିଭାଗ- ୨୮୨.୧୬
୨୭- ବିଜ୍ଞାନ ଓ ବୈଷୟିକ ବିଭାଗ- ୩୫୩.୪୫
୨୮- ଗ୍ରାମ୍ୟ ଉନ୍ନୟନ ବିଭାଗ- ୧୦୨୦୪.୬୧
୨୯- ସଂସଦୀୟ ବ୍ୟାପାର ବିଭାଗ- ୭୪.୯୨
୩୦- ଶକ୍ତି ବିଭାଗ- ୪୫୯୬.୭୦
୩୧- ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ- ୩୮୨.୩୫
୩୨ -ପର୍ଯ୍ୟଟନ ବିଭାଗ- ୧୦୨୨.୭୫
୩୩- ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଉନ୍ନୟନ ବିଭାଗ- ୨୦୧୯.୩୫
୩୪- ସମବାୟ ବିଭାଗ- ୨୩୩୪.୪୬
୩୫- ସାଧାରଣ ଉଦ୍ୟୋଗ ବିଭାଗ- ୧୧.୦୦
୩୬- ମହିଳା ଓ ଶିଶୁ କଲ୍ୟାଣ ବିଭାଗ- ୧୬୧୫୨.୯୩
୩୭- ଇଲେକ୍ଟ୍ରୋନିକ୍ସ୍ ଓ ସୂଚନା ପ୍ରଯୁକ୍ତିବିଦ୍ୟା- ୧୧୦୮.୦୨
୩୮-ଉଚ୍ଚ ଶିକ୍ଷା ବିଭାଗ- ୩୬୬୪.୪୦
୩୯- ଦକ୍ଷତା ବୃଦ୍ଧି ଓ ବୈଷୟିକ ଶିକ୍ଷା ବିଭାଗ- ୧୮୨୩.୧୧
୪୦- ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ- ୭୬୨.୭୮
୪୧- ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ- ୯୬୧୦.୮୫
୪୨- ବିପର୍ଯ୍ୟୟ ପରିଚାଳନା ବିଭାଗ- ୫୫୫୮.୦୭
୪୩- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ- ୬୧୪.୯୭
୪୪- ମିଶନ ଶକ୍ତି ବିଭାଗ- ୨୮୦୪.୨୩

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking