36.1 C
Bhubaneswar
Thursday, March 5, 2026
Homeଓଡିଶାରାଜ୍ୟରେ ଘନ କୁହୁଡି ପାଇଁ ଏହି ଜିଲ୍ଲାଗୁଡିକୁ ୟୋଲୋ ୱାର୍ଣ୍ଣିଂ 

ରାଜ୍ୟରେ ଘନ କୁହୁଡି ପାଇଁ ଏହି ଜିଲ୍ଲାଗୁଡିକୁ ୟୋଲୋ ୱାର୍ଣ୍ଣିଂ 

ଭୁବନେଶ୍ୱର : ଆସନ୍ତା ଦୁଇଦିନ ଧରି  ରାଜ୍ୟର ଅନେକ ଜିଲ୍ଲାରେ   ଘନ କୁହୁଡି ଦେଖାଯାଉଛି ।  ଏନେଇ  ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ  ୟେଲ୍ଲୋ  ୱାର୍ଣ୍ଣିଂ  ଜାରି କରାଯାଇଛି । ଜାନୁଆରି ୧୮ର ସକାଳ ସାଢ଼େ ୮ଟା ପର‌୍ୟ୍ୟନ୍ତ ସୁନ୍ଦରଗଡ, କେନ୍ଦୁଝରଗଡ, କଳାହାଣ୍ଡି, କନ୍ଧମାଳ, ନୟାଗଡ଼ ଏବଂ ଝାରସୁଗୁଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ଅଧିକ ରହିଥିବା କୁହାଯାଇଛି।ସେହିପରି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking