ଭୁବନେଶ୍ୱର: ରାଜଧାନୀରେ ଟ୍ରକ ଭର୍ତ୍ତି ଗଞ୍ଜେଇ ଜବତ ହୋଇଛି । ଖଣ୍ଡଗିରି ପାଦଦେଶରେଗଞ୍ଜେଇ ଜବତ ହୋଇଛି । ୫ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ରହିଛି । ଫୁଲବାଣୀରୁ ହିମାଚଳପ୍ରଦେଶ ଚାଲାଣ ହେଉଥିଲା ।