ସମ୍ବଲପୁର: ଲାଞ୍ଚ ନେଇ ଧରାପଡିଲେ ମାନେଶ୍ୱର ଅତିରିକ୍ତ ତହସିଲଦାର । ମାନେଶ୍ୱର ଅତିରିକ୍ତ ତହସିଲଦାର ଭୁବନାନନ୍ଦ ସାହଙ୍କୁ ଭିଜିଲାନ୍ସ ଧରିଛି । ଚାଷଜମିର କିସମ ପରିବର୍ତ୍ତନ କରିବାକୁ ୬ ହଜାର ଲାଞ୍ଚ ନେଉଥିଲେ ।