ଭୁବନେଶ୍ୱର: ବିଜୟ ମହାପାତ୍ରଙ୍କ ଘରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ । ଏନେଇ ସୂଚନା ଦେଲେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । ପାରିବାରିକ ସମ୍ପର୍କ ପାଇଁ ହୋଲି ଶୁଭେଚ୍ଛା ଜଣାଇବାକୁ ଆସିଥିଲେ । ରାଜନୈତିକ କିମ୍ବା ରାଜ୍ୟସଭା ନିର୍ବାଚନ ନେଇ ଆଲୋଚନା ହୋଇନାହିଁ । ୪ରୁ ୫ ହେଲା, ୬ବି ହୋଇପାରେ କହିଲେ ଅରବିନ୍ଦ ମହାପାତ୍ର । ଦିଲ୍ଲୀପ ରାୟ ଯୋଗ୍ୟ ପ୍ରାର୍ଥୀ, ୪୦ ବର୍ଷର ଅଭିଜ୍ଞତା ରହିଛି କହିଛନ୍ତି, ଅରବିନ୍ଦ ।










