19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶବିଜେପି ଲିଙ୍କରେ ବିଜେଡି ସାଂସଦ: ମମତା

ବିଜେପି ଲିଙ୍କରେ ବିଜେଡି ସାଂସଦ: ମମତା

ନୂଆଦିଲ୍ଲୀ: ବିଜେପି ଲିଙ୍କରେ ବିଜେଡି ରାଜ୍ୟସଭା ସାଂସଦ । ରାଜ୍ୟସଭା ସାଂସଦ ମମତା ମହନ୍ତ ବଡ ବୟାନ  ଦେଇଛନ୍ତି । କହିଛନ୍ତି,  ବିଜେପି ଲିଙ୍କରେ ଅଛନ୍ତି ବିଜେଡିର ଅଧିକାଂଶ ସାଂସଦ । ଯେଉଁମାନେ ୱାକଫ ବିଲ ସପକ୍ଷରେ ଭୋଟ ଦେଇଛନ୍ତି । ସେମାନେ ବିଜେପି ସହିତ ଯୋଗାଯୋଗରେ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking