14.1 C
Bhubaneswar
Sunday, December 7, 2025
Homeଓଡିଶାବାତ୍ୟା ପାଇଁ ପ୍ରଭାବିତ ବସ ଚଳାଚଳ ଯାତ୍ରୀ କଲବଲ

ବାତ୍ୟା ପାଇଁ ପ୍ରଭାବିତ ବସ ଚଳାଚଳ ଯାତ୍ରୀ କଲବଲ

ଭୁବନେଶ୍ୱର: ବାତ୍ୟା ଦାନା ପ୍ରଭାବରେ ପ୍ରଭାବିତ ହୋଇଛି ବସ ଚଳାଚଳ । ଯାହାର ପ୍ରଭାବ ବରମୁଣ୍ଡା ବସଷ୍ଟାଣ୍ଡରେ ଦେଖିବାକୁ ମିଳିଛି । ପୁରା ବସଷ୍ଟାଣ୍ଡ ଖାଁ ଖାଁ ଥିବା ଦେଖିବାକୁ ମିଳିଛି । ଏଠାରୁ ପ୍ରତିଦିନ ହଜାର ହଜାର ବସ ରାଜ୍ୟ ତଥା ରାଜ୍ୟ ବାହାରକୁ ଗଡୁଥିବା ବେଳେ ଏବେ ଠପ ହୋଇଛି । ଉତ୍ତର ଓଡ଼ିଶାରୁ ଗୋଟିଏ ବସ ଭୁବନେଶ୍ୱର ଆସିନି। ବାତ୍ୟା ରିକର୍ଭ କରିବା ନେଇ ପାଣିପାଗ ବିଭାଗ ସୂଚନା ଦେବା ପରେ ଦକ୍ଷିଣ ଓଡିଶା ପଟୁ ଭୁବନେଶ୍ୱରକୁ ବସ ଆସିନି। ଏବେ ପୁରୀ, ଗଂଜାମ, ବୌଦ୍ଧ ଓ ନୟାଗଡ଼ ପଟକୁ ଗୋଟିଏ ବସ ଯାଇଛି। ଯେଉଁଥିରେ ବି ବେଶୀ ଯାତ୍ରୀ ନାହାଁନ୍ତି । ବସ ଚଳାଚଳ ଠପ୍ ହୋଇଯାଇଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking