20.1 C
Bhubaneswar
Saturday, December 6, 2025
Homeଓଡିଶାବଳଙ୍ଗା ଘଟଣା ମୋତେ ମର୍ମାହତ କରିଛି: ମନ୍ତ୍ରୀ

ବଳଙ୍ଗା ଘଟଣା ମୋତେ ମର୍ମାହତ କରିଛି: ମନ୍ତ୍ରୀ

ଭୁବନେଶ୍ୱର:ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ନାବାଳିକାଙ୍କୁ ଏମ୍ସ ପଠାଯାଇ ଚିକିତ୍ସା କରାଯାଉଛି । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ବାରା ଉତ୍ତମ ଚିକିତ୍ସା ଦିଆଯାଉଛି । ଘଟଣାସ୍ଥଳରେ ଏସପିଙ୍କ ସହ ସାଇଣ୍ଟିଫିକ୍ ଟିମ୍ ଯାଇ ଛାନଭିନ୍ କରୁଛି । ଦୋଷୀଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମହାପ୍ରଭୁଙ୍କ ନିକଟରେ ଛାତ୍ରୀଙ୍କ ଆଶୁ କାମନା କରିଛନ୍ତି ମନ୍ତ୍ରୀ । ସୂଚନା ମୁତାବକ, ପୁରୀ ଏସପି, ଉପଜିଲ୍ଲାପାଳଙ୍କ ସହ ସାଇଣ୍ଟିଫିକ୍ ଟିମ୍ ଯାଇ ଘଟଣାସ୍ଥଳରେ ଛାନଭିନ୍ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking