କଟକ: ଓଡିଶା ହାଇକୋର୍ଟରେ ଖାରଜ ହେଲା ଡାନି ଘଡେଇଙ୍କ ନିର୍ବାଚନୀ ମାମଲା । ବିଜେଡିର ପରାଜିତ ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡେଇଙ୍କ ନିର୍ବାଚନୀ ମାମଲା ଖାରଜ ହୋଇଛି । ବିଦାୟକ ତଥା ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ରାୟ ଶୁଣାଇଛନ୍ତି । ବିନା ଶୁଣାଣିରେ ସୁକିନ୍ଦା ନିର୍ବାଚନୀ ମାମଲା ଖାରଜ ପାଇଁ ଆବେଦନ କରିଥିଲେ ।










