18.1 C
Bhubaneswar
Thursday, February 5, 2026
Homeଓଡିଶାପିସିସି ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳିତ

ପିସିସି ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ର ଭାରତରତ୍ନ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କର ଜୟନ୍ତୀ ଉତ୍ସବ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂତ୍ରିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କରେ ଥିବା ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂତ୍ରିରେ ପିସିସି ପକ୍ଷରୁ ପୁଷ୍କମାଲ୍ୟ ଅର୍ପଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀକାନ୍ତ ଜେନା, ଅନନ୍ତ ପ୍ରସାଦ ସେଠୀ, ଡ. ରାମଚନ୍ଦ୍ର ଖୁଂଟିଆ, ଶିବାନନ୍ଦ ରାୟ, ଶରତ ରାଉତ, ସୁରେଶ କୁମାର ରାଉତରାୟ, ଜଗନ୍ନାଥ ପଟ୍ଟନାୟକ, ସମୀର ରାଉତରାୟ, ଅଶୋକ ଦାସ, ଲଲାଟେନ୍ଦୁ ମହାପାତ୍ର, ଅମୀୟ ପଟ୍ଟନାୟକ,ସସ୍ମିତା ବେହେରା, ପୃଥିବୀ ବଲ୍ଲଭ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, ପ୍ରକାଶ ଜେନା, ଅଭୟ ସାହୁ, ଅରବିନ୍ଦ ଦାସ, ପ୍ରକାଶ ଜେନା, ସସ୍ମିତା ବେହେରା, ମାନସ ରଞ୍ଜନ ଆଚାର୍ଯ୍ୟ, ଚିନ୍ନୟ ସୁନ୍ଦର ଦାଶ, ପ୍ରକାଶ ମିଶ୍ର, ଜ୍ୟୋତିଷ ସାହୁ, ମନୋରଞ୍ଜନ ରାଉତରାୟ, ପ୍ରଶାନ୍ତ ଚମ୍ପତ୍ତି, ମାନସ ମଲ୍ଲିକ, ରାଜକିଶୋର ବାରିକ, ବସନ୍ତ ମହାରଣା, ସତ୍ୟବ୍ରତ ନାୟକ, ଲିଙ୍ଗରାଜ ସାହୁ, ତରୁଣ ମିଶ୍ର, ମନୋଜ ବିଶ୍ୱାଳ, ପ୍ରଭାତ ପ୍ରତାପ ସିଂ, ମିହିର ଆଚାର୍ଯ୍ୟ, ଏମ୍‌.ଡି. ସାହାଦୁଲ୍ଲା, ଖଗେଶ୍ୱର ମଲ୍ଲିକ, ଭାସ୍କର ସେଠୀ, ଜ୍ୟୋତି ମହାନ୍ତି, ସନ୍ଧ୍ୟାରାଣୀ ଦାସ, ଅଜିତା କର, ରତନ ନାୟକ, ଦେବାଶିଷ ମହାପାତ୍ର, ସୁଧାଂସୁ ମହାନ୍ତି, ବସନ୍ତ ପଣ୍ଡା, କୁଳମଣି ସାହୁ, ରବିନ୍ଦ୍ର ନାଥ ପାଢ଼ି ଓ ସନ୍ଧ୍ୟାରାଣୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking