30.1 C
Bhubaneswar
Friday, March 20, 2026
Homeଓଡିଶାନୋଟିସରେ ସତ ଲେଖୁନାହାନ୍ତି: ପ୍ରମିଳା

ନୋଟିସରେ ସତ ଲେଖୁନାହାନ୍ତି: ପ୍ରମିଳା

ଭୁବନେଶ୍ୱର: କାରଣ ଦର୍ଶାଅ ନୋଟିସର ଉତ୍ତର ନେଇ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖି କହିଛନ୍ତି, ଚିଠି ଗୋଟେ ଅଫିସରୁ ବସି ଟାଇପ ହୋଇଛି । ଏମାନେ ଦସ୍ତଖତ କରିଛନ୍ତି । ଆଇନ କଣ ଏକା ସେମାନଙ୍କ ପାଇଁ, ନିଅନ୍ତୁ ଆଇନର ଆଶ୍ରୟ । ଦଳ ବିରୋଧରେ କାହିଁକି ଭୋଟ ଦେଲେ ଆମେ ମାଗିଥିଲୁ । ସତ ଲେଖୁନାହାନ୍ତି କାହିଁକି ଭୋଟ ଦେଲେ । ଦଳ ଫିଲଟର ହେଉଛି, ସବୁ ଅଳିଆ ବାହାରିଗଲେ ସ୍ୱଚ୍ଛ ହେବ । ସୂଚନାଥାଉକି, ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ବିଜେଡିରେ ବଡ ହଲଚଲ ଦେଖିବାକୁ ମିଳିଛି । ବିଜେଡିର ୬ ବିଧାୟକ ପ୍ରମିଳା ମଲ୍ଲିକଙ୍କ ସୋ କଜ ନୋଟିର କାରଣ ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking