24.1 C
Bhubaneswar
Sunday, December 7, 2025
Homeଓଡିଶାନୂଆପଡା ଉପନିର୍ବାଚନ: କଂଗ୍ରେସର ଇସ୍ତାହାର

ନୂଆପଡା ଉପନିର୍ବାଚନ: କଂଗ୍ରେସର ଇସ୍ତାହାର

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଇସ୍ତାହାର ପ୍ରକାଶ ପାଇଛି। ଇସ୍ତାହାର ଉନ୍ମୋଚନ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ ।ଇସ୍ତାହାରରେ କୃଷି ଭିତ୍ତିକ ପ୍ରତିଷ୍ଠା, ଶୀତଳ ଭଣ୍ଡାର ନିର୍ମାଣ,ଜଙ୍ଗଲ ଜମିପଟ୍ଟା, ଭୁମିହୀନଙ୍କୁ ଘରଡିହ ପଟ୍ଟା ପ୍ରଦାନ, ସ୍କୁଲରେ ଶିକ୍ଷକ ଓ ମେଡିକାଲରେ ଡାକ୍ତର ପଦବୀ ପୂରଣ ପାଇଁ  ପ୍ରତିଶ୍ରୁତି ଦେଇଛି କଂଗ୍ରେସ । ସୂଚନାଥାଉକି, ନୂଆପଡା ଉପନିର୍ବାଚନ ନଭେମ୍ବର ୧୧ ତାରିଖରେ ହେବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତ ଅଛନ୍ତି ୩ ଦଳ । ୩ ଦଳର ହେଭିୱେଟ ନେତା, କର୍ମୀ,  ମୈଦାନକୁ ଓହ୍ଲାଇ ଜୋରସୋରରେ ପ୍ରଚାର କରୁଛନ୍ତି । କାହାର ପଲା ଭାରି ରହିବ ତାହା ଦେଖିବାକୁ ଅପେକ୍ଷାରେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking