19.1 C
Bhubaneswar
Monday, February 2, 2026
Homeଓଡିଶାଦେଶବ୍ୟାପୀ ସରକାରୀ ବ୍ୟାଙ୍କ କର୍ମଚାରୀଙ୍କର ଆନ୍ଦୋଳନ

ଦେଶବ୍ୟାପୀ ସରକାରୀ ବ୍ୟାଙ୍କ କର୍ମଚାରୀଙ୍କର ଆନ୍ଦୋଳନ

ଭୁବନେଶ୍ୱର: ଆଜି ଦେଶବ୍ୟାପୀ ସରକାରୀ ବ୍ୟାଙ୍କ କର୍ମଚାରୀଙ୍କର ଆନ୍ଦୋଳନ । ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି । ଏ ସପ୍ତାହରେ ୫ ଦିନ କାମ କରିବା ଦାବିରେ ଆନ୍ଦୋଳନ ଡାକରା ଦିଆଯାଇଛି । ଲଗାତାର ଚତୁର୍ଥ ଦିନ ପାଇଁ ସରକାରୀ ବ୍ୟାଙ୍କ ସେବା ପ୍ରଭାବିତ ହୋଇଛି । ନଗଦ ଟଙ୍କା ଜମା ଏବଂ ଚେକ କ୍ଲିୟରାନ୍ସ ଭଳି କାମ ପ୍ରଭାବିତ ହେବାର ସମ୍ଭାବନା ରହିଛି । କର୍ମଚାରୀ ମାନେ ରାସ୍ତା ଉରେ ବସି ହାତରେ ପ୍ଲାଇକାର୍ଡ ଧରି ସେମାନଙ୍କ ଦାବିକୁ କିପରି ନ୍ୟାୟ ମିଳିପାରିବ ,ତାହାକୁ ନେଇ ପ୍ରତିବାଦର ସ୍ୱର ଶାଣିତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking