27.1 C
Bhubaneswar
Friday, November 1, 2024
Homeଦେଶ ବିଦେଶତାଇୱାନରେ ବାତ୍ୟା :  ୨୫୦ରୁ ଅଧିକ ଆହତ

ତାଇୱାନରେ ବାତ୍ୟା :  ୨୫୦ରୁ ଅଧିକ ଆହତ

ବ୍ୟୁରୋ : ତାଇଫ୍ୱାନରେ  ଉଗ୍ର  ରୂପ ଦେଖାଇଛି  ବାତ୍ୟା କଙ୍ଗରେ ।  ବାତ୍ୟା ପ୍ରଭାବରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ୨୫୦  ଅଧିକ ଆହତ ହୋଇଥିବା ଅନ୍ତର୍ଜାତୀୟ  ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଗୁରୁବାର ଦିନ ସାମୁଦ୍ରିକ ଝଡ ତାଇୱାନ ପୂର୍ବ ଉପକୂଳରେ  ମାଡ ହେବା ପରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଝଡ ପ୍ରଭାବରେ  ଭୀଷଣ ବର୍ଷା ଯୋଗୁଁ  ବିଦ୍ୟୁତ କାଟ ରହିଛି ।  ତଳିଆ ଅଞ୍ଚଳରେ ପାଣି ଜମି ରହିବାରୁ  ଜଳ ଘେରରେ ଲୋକ ହନ୍ତସନ୍ତ ହେଉଛନ୍ତି ।  ବହୁ ଅଂଚଳକୁ ଯୋଗାଯୋଗ ବିଛ୍‌ଛିନ୍ନ ହୋଇପଡିଛି । ତେବେ ଏନେଇ ଗୁରୁବାର ଟ୍ରେନ ଚଳାଚଳ ବନ୍ଦ ରହିଥିବା ବେଲେ ୨୯୮ ବିମାନର  ଉଡାଣକୁ ବାତିଲ କରାଯାଇଛି  । ସାମୁଦ୍ରିକ ଝଡ ତାଇତୁଙ୍ଗ ପ୍ରାନ୍ତ ଅତିକ୍ରମ  କରିବା ସମୟରେ  ଘଣ୍ଡାପ୍ରତି  ୧୮୦ କିମି ବେଗରେ ପବନ  ବହିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking