25.1 C
Bhubaneswar
Saturday, March 7, 2026
Homeଓଡିଶାତଣ୍ଟି କାଟି ଯୁବକଙ୍କ ଆତ୍ମହତ୍ୟା

ତଣ୍ଟି କାଟି ଯୁବକଙ୍କ ଆତ୍ମହତ୍ୟା

କାମାକ୍ଷାନଗର: କେନ୍ଦୁଝର ଜିଲା ତେଲକୋଇ ଥାନା ନୂଆଗାଁ ଗ୍ରାମର କେଶବ ଦେହୁରୀ ସୋମବାର ଏକ ବ୍ଲେଡ ସାହାର୍ଯ୍ୟରେ ନିଜ ତଣ୍ଟି କାଟି ମୃତ୍ୟୁ ବରଣ କରିଛି।ପ୍ରକାଶ କୌଣସି କାରଣରୁ କେଶବ ତଣ୍ଟି କାଟି ଦେଇଥିଲେ।ଗୁରୁତର ଅବସ୍ଥାରେ ପରିବାର ଲୋକ ଚିକିତ୍ସା ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ କାମାକ୍ଷାନଗର ଏସଡିପିଓ ରଜନିକାନ୍ତ ସାମଲ ଚିକିତ୍ସାଳୟରେ ପହଞ୍ଚି ଘଟଣା ସଂମ୍ପର୍କରେ ବୁଝିବା ସହ ଶବ ବ୍ୟବଛେଦ କରାଇ ତେଲକୋଇ ଥାନାକୁ ଅଧିକ ତଦନ୍ତ ପାଇଁ ଖବର ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking