29.1 C
Bhubaneswar
Saturday, September 28, 2024
Homeଓଡିଶାଘଟଗାଁରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’

ଘଟଗାଁରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’

କେନ୍ଦୁଝର : କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ହେବା ପରେ ଜନ୍ମ ମାଟିକୁ ପ୍ରଥମ ଥର ଗସ୍ତ । ଘଟଗାଁରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’ । ରାଇକଳାରୁ ଏକ ରୋଡ୍ ସୋ’ରେ ଝୁମ୍ପୁରା ପର୍ଯ୍ୟନ୍ତ ରୋଡ୍ ସୋ’ ହେବ ।ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କଲେ କେନ୍ଦୁଝର ବାସୀ । ମାଆ ତାରିଣୀଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ସୂଚନା ଯୋଗ୍ୟ ଯେ, ଝୁମ୍ପୁରା ବ୍ଲକ୍ ଦୁର୍ଗା ପଡ଼ିଆଠାରେ ଜନସମାବେଶକୁ ସମ୍ବୋଧୃତ କରିବେ । ଅପରାହ୍ଣ ୨ଟା ୪୫ରେ ସଡ଼କ ପଥରେ ରାଇକଳା ନିଜ ଗ୍ରାମରେ ପହଞ୍ଚିବା ପରେ ନିଜ ଘରେ ମଧ୍ୟାହ୍ନଭୋଜନ କରିବେ । ରାଇକଳାରେ ଲୋକଙ୍କ ସହ ଭାବ ବିନିମୟ କରିବା ପରେ ଅପରାହ୍ଣ ୫ ଟାରେ ଭୁବନେଶ୍ବର ଫେରି ଯିବାର କାର୍ଯ୍ୟକ୍ରମ ରହିଛି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking