29.1 C
Bhubaneswar
Sunday, February 8, 2026
Homeଓଡିଶାଗାଡି ଚଢାଇ ଜଣକୁ ହତ୍ୟା

ଗାଡି ଚଢାଇ ଜଣକୁ ହତ୍ୟା

କୋରାପୁଟ: ବକେୟା ଟଙ୍କା ମାଗିବାରୁ ହତ୍ୟା ହୋଇଛି । ଗାଡି ଚଢାଇ ଜଣଙ୍କୁ ହତ୍ୟା ଏବଂ ଅନ୍ୟ ଜଣେ ଗୁରୁତର ଥିବା ସୂଚନା ମିଳିଛି । ଦୁଇ ଟେଣ୍ଟ କର୍ମଚାରୀଙ୍କ ଉପରେ ଚଢାଇ ଦେଲେ ଗାଡି । ମୃତଦେହ ରଖି ସୁନାବେଡା ଥାନା ସାମ୍ନାରେ ରାସ୍ତା ଅବରୋଧ କରିଛନ୍ତି ସ୍ଥନାୟ ଲୋକେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking