33.1 C
Bhubaneswar
Monday, February 23, 2026
Homeଓଡିଶାଗାଁ ମୁହାଁ ହାତୀ: ଭୟରେ ଗ୍ରାମବାସୀ

ଗାଁ ମୁହାଁ ହାତୀ: ଭୟରେ ଗ୍ରାମବାସୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତଥା ଜିରାଳଫରେଷ୍ଟ ସେକ୍ସନ ଅନ୍ତର୍ଗତ ବୁଢିବିଲି ଗାଁରେ ଆତଙ୍କ ଦେଖାଦେଇଛି । ରାତି ଅଧରେ ଗାଁ ଭିତରେ ପଶିଲା ହାତୀ । ହାତୀକୁ ନେଇ ଲୋକଙ୍କ ଭିତରେ ଭୟ ଦେଖାଦେଇଛି । ସୂଚନା ଅନୁସାରେ ଗତକିଛି ଦିନ ହେବ ବୁଢିବିଲ , ଗୁନେଇ ବିଲି, ରାଙ୍କିଆ ପ୍ରଭୂତି ଗ୍ରାମରେ ହାତୀ ଆତଙ୍କ ଦେଖିବାକୁ ମିଳିଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ରବିବାର ରାତିରେ ବୁଢିବିଲି ଗାଁ ମଝିରେ ହାତୀ ପଶିଥିବା ବେଳେ ଗାଁ କୋଠ ଘରୁ ଧାନ ଖାଇଥିବା ସାମ୍ନାକୁ ଆସିଛି । ତେବେ ଗ୍ରାମବାସୀଙ୍କଠାରୁ ଖବର ପାଇ ଜିରାଳ ଫରେଷ୍ଟର ଓ ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଅନ୍ୟତ୍ର ଘଉଡାଇଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking