ଭୁବନେଶ୍ୱର : ଫିଲ୍ମ ନିର୍ଦ୍ଦେଶକ ଜ୍ୟୋତି ଦାସ ଗଣ ମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି ହଠାତ୍ ଉତକ୍ଷିପ୍ତ ହୋଇ ଆକ୍ରମଣ କଲେ ମନୋଜ ମିଶ୍ର । ପୁଲିସ ସାମ୍ନାରେ ନିଜ ଭୁଲ ମାନିଲେ ମନୋଜ । ସମସ୍ତଙ୍କ ସାମ୍ନାରେ , ଓଡିଶାବାସୀଙ୍କୁ ଭୁଲ ମାଗନ୍ତୁ । ମନୋଜ ଓଡିଆ ଫିଲ୍ମକୁ ନିନ୍ଦା କରିବା ବନ୍ଦ କରନ୍ତୁ । ଜଣେ କଳାକାର ଭାବେ ନିଜ କାମ କରନ୍ତୁ । ଗ୍ରୁପ କରି ଓଡିଆ ଫିଲ୍ମକୁ ନିନ୍ଦା କରନ୍ତୁନି ।