କଟକ: କଟକ ବଡ ଡାକ୍ତରଖାନାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ବଡ ଡାକ୍ତର ଖାନାରେ ପହଞ୍ଚି ଭିତ୍ତିଭୂମିର ତଦାରଖ କରିଛନ୍ତି । ତାଙ୍କ ସହ ଅଛନ୍ତି ସ୍ୱାସ୍ଥ୍ୟ ସଚିବ । ଏଥିସହ ବଡ ମେଡିକାଲ ସଂପ୍ରସାରଣ କାମରେ ମଧ୍ୟ ସମୀକ୍ଷା କରୁଛନ୍ତି ଦୁଇ ସଚିବ । ତେବେ ଡିଏମଇଟି ମଧ୍ୟ ଏସସିବି ମେଡିକାଲ ବୁଲି ସ୍ଥିତି ପରଖୁଛନ୍ତି । ମେଡିକାଲରେ ଭେଣ୍ଟିଲେଟରରେ ଚଳା ଅବସ୍ଥା ଉପରେ ମଧ୍ୟ ମେଡିକାଲ କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କରିବେ ଦୁଇ ସଚିବ ଓ ଡିଏମଇଟି ।