25.1 C
Bhubaneswar
Saturday, December 6, 2025
Homeଓଡିଶାଆଇନ ତା ବାଟରେ ଯିବ: ପ୍ରଶାନ୍ତ ମୁଦୁଲି

ଆଇନ ତା ବାଟରେ ଯିବ: ପ୍ରଶାନ୍ତ ମୁଦୁଲି

ଭୁବନେଶ୍ୱର: ଗୋବିନ୍ଦ ସାହୁଙ୍କ ଝିଅ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ  ବିଜେଡି ନେତା ପ୍ରଶାନ୍ତ ମୁଦୁଲି ପ୍ରତିକ୍ରିୟା  ରଖିଛନ୍ତିା କହିଛନ୍ତି, ଯାହାଙ୍କ ପାଖରେ ଅଭିଯୋଗ ଆଣିଛନ୍ତି , ସେମାନେ ନିଷ୍ପତ୍ତି ନେବେ । ସରକାର ପରିବର୍ତ୍ତନ ପରେ ବିଭିନ୍ନ କଥାକୁ ଉଖୁରାଉଛନ୍ତି । ପୁରୁଣା ଫାଇଲ ଖୋଲିଲେ , ସତ୍ୟକୁ କେହି ଉଖୁରାଇ ପାରିବେନି । ବିଜେଡି ପାଇଁ ଅଡୁଆ ହେବ କି ନାହିଁ ସମୟ କହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking