ରାଉରକେଲା: ଝାଡଖଣ୍ଡ ଜରେଇକେଲା ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ କମ୍ବିଂ ଅପରେସନ ବେଳେ ଆଇଡି ବିସ୍ଫୋରଣ ହୋଇଛି । ସରଣ୍ଡା ଜଙ୍ଗଲରେ ଆଇଡି ବିସ୍ଫୋରଣରେ ୨ ସିଆରପିଏଫ ଯବାନ ଗୁରୁତର ଆହତ ହୋଇଛନ୍ତିା ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିଲେ ମଧ୍ୟ ଉନ୍ନତମାନର ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ ରାଞ୍ଚି , କିମ୍ବା ରାଉଲକେଲାକୁ ନିଆଯାଇପାରେ ା ପୁଣି ଥରେ ଆଇଡି ବିସ୍ଫୋରଣ ଯେପରି ନହୁଏ , ସେନେଇ ସିଆରପିଏଫ ତରଫରୁ ଅଧିକ ତତ୍ପରତା ଦେଖାଦେଇଛି ।










