ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା

ନବରଙ୍ଗପୁର : ନିଛାଟିଆ ରାସ୍ତାରେ ଜଣେ ଯୁବକଙ୍କୁ କିଛି ଦୁର୍ବୁତ୍ତ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଶବ ଫୋପାଡ଼ି ଦେଇ ଫେରାର ହୋଇ ଯାଇଛନ୍ତି। ଏଭଳି ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡ଼ା ପଞ୍ଚାୟତର ଉପାନ୍ତ କାଦୋପାଣି-ସରାଗିପାଣି ରାସ୍ତାରେ। ମୃତକ ଜଣକ କାଦୋପାଣି ଗ୍ରାମର ଚିତ୍ତରଞ୍ଜନ ଜାନୀଙ୍କ ପୁଅ ସୁକୁରାମ ଜାନୀ (୩୬) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତ ଦୁଇ ବର୍ଷ ତଳେ ସୁକୁରାମ ଜାନୀ ନିଜ ଗ୍ରାମ … Continue reading ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା