ଆସନ୍ତାକାଲି ଠାରୁ ତାତିରୁ ମିଳିପାରେ ଆସ୍ୱସ୍ତି

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଆହୁରି ବଢିବ ତାତି । ରାଜଧାନୀରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବା ସମ୍ଭାବନା । ରାଜ୍ୟ ମଧ୍ୟକୁ ଶୁଷ୍କ ବାୟୁ ପ୍ରବାହିତ ହେବାରୁ ତାତି ବଢିବ । ତେବେ ଆସନ୍ତାକାଲି ଠାରୁ ତାତିରୁ ମିଳିପାରେ ଆସ୍ୱସ୍ତି । ପଶ୍ଚିମ ଝଡ ପ୍ରଭାବରେ ରାଜ୍ୟରେ ଉତ୍ତର ଉପକୂଳ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।  କୋରାପୁଟ, ମୟୂରଭଞ୍ଜ, ଢେଙ୍କାନାଳ, … Continue reading ଆସନ୍ତାକାଲି ଠାରୁ ତାତିରୁ ମିଳିପାରେ ଆସ୍ୱସ୍ତି