ଇରାକ୍‌ରେ ବିଶ୍ୱର ବୃହତ୍ତମ କବରସ୍ଥଳୀ; ଏପର୍ଯ୍ୟନ୍ତ ପୋତା ହେଲାଣି ୬୦ ଲକ୍ଷ ମୃତଦେହ

ବାଗ୍‌ଦାଦ: ଇରାକ୍‌ର ପବିତ୍ର ଧର୍ମନଗରୀ କୁହାଯାଉଥିବା ନଜାଫ୍ ସହରରେ ରହିଛି ବିଶ୍ୱର ବୃହତ୍ତମ କବରସ୍ଥଳୀ । ଜାତିସଂଘ ସଂସ୍ଥା ୟୁନେସ୍କୋ ପକ୍ଷରୁ ପ୍ରଦତ୍ତ ସୂଚନା ମୁତାବକ ଏହି କବରସ୍ଥଳୀ ‘ୱାଦି ଅଲ୍‌-ସଲାମ’ ଅର୍ଥାତ୍ ଶାନ୍ତିର ଉପତ୍ୟକାଭାବେ ପ୍ରସିଦ୍ଧି ଅର୍ଜନ କରିଛି । ଏହି କବରସ୍ଥଳୀ ନଜାଫ୍ ସହରର ୧୩ ପ୍ରତିଶତ ଜାଗା ମାଡିବସିଛି । ଏଠାରେ ମହାପୁରୁଷଙ୍କଠାରୁ ଆରମ୍ଭ କରି ସୁଲତାନ୍‌, ବୈଜ୍ଞାନିକ, ରାଜ ପରିବାର ସଦସ୍ୟ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ କବର ଦିଆଯାଇଛି । … Continue reading ଇରାକ୍‌ରେ ବିଶ୍ୱର ବୃହତ୍ତମ କବରସ୍ଥଳୀ; ଏପର୍ଯ୍ୟନ୍ତ ପୋତା ହେଲାଣି ୬୦ ଲକ୍ଷ ମୃତଦେହ