ସ୍ତ୍ରୀର ମାନ୍ୟତା ଦାବିରେ ମହିଳାଙ୍କ ଧାରଣା ଜାରି: ଏଏସ୍‌ପିଙ୍କ ଦ୍ୱାରସ୍ଥହେଲେ ସମାଜସେବୀ ପ୍ରମିଳା

ବ୍ରହ୍ମପୁର: ଧାରଣାରେ ବସିଥିବା କେ. ଦୀପିକା ଓ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହ ଦୀନେଶଙ୍କ ପରିବାର ଓ ଦେଶୀ ବେହେରା ସାହିର କିଛି ବାସିନ୍ଦାଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏ ନେଇ ବଡ଼ବଜାର ଥାନାରେ ୩ଟି ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ଦୀପିକା ଓ ସମାଜସେବୀ ପ୍ରମିଳାଙ୍କ ଅଭିଯୋଗ ପ୍ରକାରେ କେ. ଦୀନେଶଙ୍କ ମାଆ, ବାପା, ମାମୁଁ କେ. ବାପୁଜୀ ରାଓଙ୍କ ସମେତ କିଛି ସ୍ଥାନୀୟ ବାସିନ୍ଦାଙ୍କ ନାମରେ ଅଭିଯୋଗ ହୋଇଥିଲା । … Continue reading ସ୍ତ୍ରୀର ମାନ୍ୟତା ଦାବିରେ ମହିଳାଙ୍କ ଧାରଣା ଜାରି: ଏଏସ୍‌ପିଙ୍କ ଦ୍ୱାରସ୍ଥହେଲେ ସମାଜସେବୀ ପ୍ରମିଳା