କାହିଁକି ପାଳନ କରାଯାଏ ମହାବୀର ଜୟନ୍ତୀ… ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି ରହସ୍ୟ !
ନୂଆଦିଲ୍ଲୀ: ୪ ଏପ୍ରିଲ ୨୦୨୩, ମଙ୍ଗଳବାର ଅର୍ଥାତ୍ ଆଜି ମହାବୀର ଜୟନ୍ତୀ ବହୁ ଧୁମଧାମରେ ଦେଶସାରା ପାଳିତ ହୋଇଛି। ଭଗବାନ ମାହାବୀର ଜୈନ ଧର୍ମର ୨୪ତମ ତୀର୍ଥକର ଥିଲେ। ଜୈନ ଧର୍ମର ପୁରାତନ ମାନ୍ୟତା ଅନୁଯାୟୀ, ଭଗବାନ ମହାବୀର ୧୨ବର୍ଷ ପର୍ଯ୍ୟନ୍ତ କଠୋର ତପସ୍ୟା କରିଥିଲେ। ଦୀକ୍ଷା ନେବା ପରେ ଭଗବାନ ମହାବୀର ଦିଗମ୍ବର ସ୍ୱୀକାର କରିଥିଲେ। ଦିଗମ୍ବର ଲୋକମାନେ ଆକାଶକୁ ନିଜର ବସ୍ତ୍ର ମାନିଥାନ୍ତି। ଏହି କାରଣରୁ ସେମାନେ ବସ୍ତ୍ର ଧାରଣ କରିନଥାନ୍ତି। ମାନ୍ୟତା ଅନୁଯାୟୀ … Continue reading କାହିଁକି ପାଳନ କରାଯାଏ ମହାବୀର ଜୟନ୍ତୀ… ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି ରହସ୍ୟ !
Copy and paste this URL into your WordPress site to embed
Copy and paste this code into your site to embed