କାହିଁକି କୋଭିଡ୍ ପାଇଁ ବଢିଲା ବାଲ୍ୟ ବିବାହ ସଂଖ୍ୟା ? ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ବାଲ୍ୟ ବିବାହ ପାଇଁ କରୋନା ଦାୟୀ। କୋଭିଡ୍‌-୧୯ ଯୋଗୁ ବାଲ୍ୟ ବିବାହ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ନିକଟରେ ୟୁନିସେଫ୍‌(UNICEF) ପ୍ରକାଶ କରିଥିବା ଏକ ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ସାରା ବିଶ୍ୱ ତୁଳନାରେ ଦକ୍ଷିଣ ଏସିଆରେ ବାଲ୍ୟବଧୂଙ୍କ ସଂଖ୍ୟା ସର୍ବାଧିକ ରହିଛି। କୋଭିଡ୍-୧୯ କାରଣରୁ ଆର୍ଥିକ ଚାପ ଓ ସ୍କୁଲ୍ ବନ୍ଦ ରହିବା ଯୋଗୁ ବାପାମା ସେମାନଙ୍କ ନାବାଳିକା ଝିଅର ବିବାହ କରାଇ ଦେବାକୁ ବାଧ୍ୟ ହୋଇଥିବା ରିପୋର୍ଟରେ କୁହାଯାଇଛି। … Continue reading କାହିଁକି କୋଭିଡ୍ ପାଇଁ ବଢିଲା ବାଲ୍ୟ ବିବାହ ସଂଖ୍ୟା ? ଆସନ୍ତୁ ଜାଣିବା