କିଏ ହେବ କର୍ଣ୍ଣାଟକ କିଙ୍ଗ୍‌ ? 

ନୂଆଦିଲ୍ଲୀ: କର୍ଣ୍ଣାଟକ ତ କଂଗ୍ରେସର ହୋଇଗଲା । ହେଲେ ଦଳ ପାଇଁ ଏବେ ବି ଟେନସନ ରହିଛି । କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ନା ସିଦ୍ଦରମୈୟା ଏ ନେଇ କଂଗ୍ରେସର ମାନସମନ୍ଥନ ଚାଲିଛି । କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ଏବେ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ରେସରେ ଦୁଇ ହେବିୱେଟ ନେତା ଡିକେ ଶିବକୁମାର ଓ ସିଦ୍ଦରମୈୟା ରହିଛନ୍ତି । ଦୁଇଜଣଙ୍କ ମଧ୍ୟରୁ … Continue reading କିଏ ହେବ କର୍ଣ୍ଣାଟକ କିଙ୍ଗ୍‌ ?