କଣ ଏହି ଫ୍ରୋଜେନ୍ ସୋଲ୍ଡର୍ ସମସ୍ୟା ? ଆସନ୍ତୁ ଜାଣିବା….
ନୂଆଦିଲ୍ଲୀ: ଫ୍ରୋଜେନ୍ ସୋଲ୍ଡର୍, କାନ୍ଧର ଏକ ସମସ୍ୟା ଯେଉଁଥିରେ କାନ୍ଧ ଷ୍ଟିଫ୍ ଅର୍ଥାତ୍ କଠିନ ହୋଇଯାଏ । ଫଳରେ ଜଣେ ବ୍ୟକ୍ତିଙ୍କୁ ଚଳପ୍ରଚଳ କରିବା କଷ୍ଟକର ହୋଇପଡେ । ଏହି ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ଅତି ସରଳ କାର୍ୟ୍ୟ ପାଇଁ ମଧ୍ୟ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡେ । ତେବେ ଏହି ରୋଗ ବାବଦରେ ସ୍ବାସ୍ଥ୍ୟ ବିଶେଷଜ୍ଞ କଣ କହୁଛନ୍ତି, ଜାଣନ୍ତୁ… ଜୟପୁରର ଅର୍ଥୋପେଡିକ୍ ପରାମର୍ଶଦାତା ଡକ୍ଟର ସଞ୍ଜୟ ରଥୀ ସ୍ପଷ୍ଟ କରିଛନ୍ତି ଯେ, ଫ୍ରୋଜେନ୍ … Continue reading କଣ ଏହି ଫ୍ରୋଜେନ୍ ସୋଲ୍ଡର୍ ସମସ୍ୟା ? ଆସନ୍ତୁ ଜାଣିବା….
Copy and paste this URL into your WordPress site to embed
Copy and paste this code into your site to embed