ଦେବସ୍ନାନ ପୂର୍ଣ୍ଣିମାର ମହତ୍ତ୍ୱ କ’ଣ, ଏହିଦିନ କ’ଣ ଉପାୟ କଲେ ଘରେ ବୃଦ୍ଧି ପାଇଥାଏ ସୁଖ, ସମୃଦ୍ଧି ଜାଣନ୍ତୁ

ପୁରୀ: ଆମ ହିନ୍ଦୁ ଧର୍ମରେ ପୂର୍ଣ୍ଣିମା ଖୁବ ଗୁରୁତ୍ୱ ଦିଆଯାଇଥାଏ । ଦେବସ୍ନାନ ପୁର୍ଣିମା କୁ ସ୍ନାନ ପୁର୍ଣିମା ମଧ୍ୟ କୁହାଯାଇଥାଏ । ଆମ ଜଗନ୍ନାଥ ସଂସ୍କୃତିରେ ଏହିଦିନର ଖୁବ ମହତ୍ତ୍ୱ ରହିଛି । ଏହିଦିନ ସ୍ନାନ ମଣ୍ଡପ ରେ କାଳିଆ ଠାକୁର ତାଙ୍କ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ସୁଦର୍ଶନ ମହାପ୍ରଭୁ ଓ ମଦନମୋହନ ମୂର୍ତିଙ୍କ ସହିତ ଆବିର୍ଭାବ ହୋଇଥାଆନ୍ତି । ଏହିଦିନ ମହାପ୍ରଭୁଙ୍କୁ ମହାସ୍ନାନ କରାଯାଇଥାଏ । ଏହିଦିନ ଠାରୁ ୧୫ ଦିନ ପର୍ଯ୍ୟନ୍ତ … Continue reading ଦେବସ୍ନାନ ପୂର୍ଣ୍ଣିମାର ମହତ୍ତ୍ୱ କ’ଣ, ଏହିଦିନ କ’ଣ ଉପାୟ କଲେ ଘରେ ବୃଦ୍ଧି ପାଇଥାଏ ସୁଖ, ସମୃଦ୍ଧି ଜାଣନ୍ତୁ