କୋରାପୁଟରେ ଅଜଣା ରୋଗ ଆକ୍ରାନ୍ତ ; ପୁଣି ଗଲା ୨ ନିରୀହ ଶିଶୁଙ୍କ ଜୀବନ

କୋରାପୁଟ : କୋରାପୁଟ ଜିଲ୍ଲାରେ ଅଜଣା ରୋଗ ଆକ୍ରାନ୍ତ । ପୁଣି ଗଲା ୨ ନିରୀହ ଶିଶୁଙ୍କ ଜୀବନ । କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ୨ ଶିଶୁ ମୃତ । ଏହି ୨ ଶିଶୁଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚି। ଜଣେ ୫ ବର୍ଷର ଶିଶୁ ନାରାୟଣପୁର ମେଡିକାଲରେ ଆଖି ବୁଜିଥିବା ବେଳେ ଆଉ ଜଣଙ୍କର ବ୍ରହ୍ମପୁର ଏମକେସିଜିରେ ମୃତ୍ୟୁ ହୋଇଛି। କେଉଁ ରୋଗ ଯୋଗୁ ପିଲାମାନଙ୍କ ମୃତ୍ୟୁ ଘଟୁଛି ତାର କାରଣ ଜଣାପଡ଼ି ନଥିବା … Continue reading କୋରାପୁଟରେ ଅଜଣା ରୋଗ ଆକ୍ରାନ୍ତ ; ପୁଣି ଗଲା ୨ ନିରୀହ ଶିଶୁଙ୍କ ଜୀବନ