ଉତ୍କଳ ବିଶ୍ୱବିଦ୍ୟାଳୟ ଫେରିପାଇଲା ‘ଏ+’ ମାନ୍ୟତା

ଭୁବନେଶ୍ୱର: ‘ଏ+’ ମାନ୍ୟତା ପାଇଲା ଉତ୍କଳ ବିଶ୍ୱବିଦ୍ୟାଳୟ । ଗତ ଏପ୍ରିଲ ମାସରେ ନାକ୍‌‌ ଟିମ୍‌‌ ଗସ୍ତ ଓ ମୂଲ୍ୟାୟନରେ ବିଶ୍ୱବିଦ୍ୟାଳୟର ନାକ୍‌‌ ମାନ ହ୍ରାସ ଘଟିଥିଲା । ଏହା ପରେ ଏହାକୁ ନେଇ ବିବାଦ ତେଜିଥିଲା। ମାନ୍ୟତାରେ ହ୍ରାସ ଘଟିବା ପରେ କର୍ତ୍ତୃପକ୍ଷ ପୁନଃଯାଞ୍ଚ ଲାଗି ଆବେଦନ କରିଥିଲେ। ତଦନୁଯାୟୀ ନାକ୍‌‌ର ପ୍ରତିନିଧି ମଣ୍ଡଳୀ ପୁଣି ଥରେ କ୍ୟାମ୍ପସ୍‌‌ ପରିଦର୍ଶନରେ ଆସିଥିଲେ। ପୁଣି ନାକ୍‌‌ ଗ୍ରେଡ଼ ତାଲିକାରେ ‘ଏ+’ ମାନ୍ୟତା ଫେରିପାଇଛି ଉତ୍କଳ ବିଶ୍ୱବିଦ୍ୟାଳୟ । … Continue reading ଉତ୍କଳ ବିଶ୍ୱବିଦ୍ୟାଳୟ ଫେରିପାଇଲା ‘ଏ+’ ମାନ୍ୟତା