ଇସ୍ତଫା ଦେଇ ପାରନ୍ତି ଉଦ୍ଧବ

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ଉଦ୍ଧବ ଠାକରେ । ଆସନ୍ତାକଲି ଫ୍ଲୋର ଟେଷ୍ଟ ପୂର୍ବରୁ ପଦ ଛାଡି ପାରନ୍ତି ଠାକରେ । ଆଜିର କ୍ୟାବିନେଟ ବୈଠକ ପରେ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ଉଦ୍ଧବ । ଅଢେଇ ବର୍ଷର ଶାସନ କାଳରେ ସହ ଯୋଗ କରିଥିବାରୁ କୃତଜ୍ଞତା ଜଣାଇଲେ । କଂଗ୍ରେସ , ଏନସିପି ସହ ଯୋଗ କରିଥିଲେ ବି ନିଜ ଲୋକ ଧୋକା ଦେଇଥିବା କହିଲେ । ସେପଟେ ଯଦି ଇସ୍ତଫା ନ … Continue reading ଇସ୍ତଫା ଦେଇ ପାରନ୍ତି ଉଦ୍ଧବ